Odisha Election 2024: ୨୮ରେ ଆସିବେ ରାହୁଲ ଗାନ୍ଧି

Odisha election 2024: ରାଜ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପ୍ରଚାର ଉଦ୍ଦେଶ୍ୟରେ କଂଗ୍ରେସର ଷ୍ଟାର ପ୍ରଚାରକୁ ରାହୁଲ ଗାନ୍ଧି ଓଡ଼ିଶା ଆାସିବେ। ଏଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।

Odisha Election 2024: ୨୮ରେ ଆସିବେ ରାହୁଲ ଗାନ୍ଧି
Image Credit: ସୌଜନ୍ୟ-ସୋସିଆଲ୍ ମିଡିଆ

About the Author