Odisha Political News: ରତ୍ନଭଣ୍ଡାର ଚାବିକୁ ନେଇ ସରକାରଙ୍କୁ ତାଚ୍ଛଲ୍ୟ କଲେ ଯୋଗୀ ଆଦିତ୍ୟ ନାଥ, କହିଲେ ଏଠାରେ ଚାଲିଛି ଅଫିସର ରାଜ

ଆତଙ୍କବାଦ, ନକ୍ସଲବାଦ ଶେଷ ହୋଇଛି। ଏହା ନୂଆ ଭାରତର। ଏହା କାହାକୁ ହଇରାଣ କରେ ନାହିଁ କିନ୍ତୁ ଯିଏ ହଇରାଣ କରେ ତାକୁ ଛାଡ଼େ ନାହିଁ। ଏଣୁ ପାକିସ୍ତାନ ଆଜି କେଉଁଠି ଫୋଟକା ଫାଟିଲେ ସଫେଇ ଦେବାକୁ ସାମ୍ନାକୁ ଆସି କହୁଛି ଏହା ମୁଁ ଫୁଟାଇ ନାହିଁ।

Odisha Political News: ରତ୍ନଭଣ୍ଡାର ଚାବିକୁ ନେଇ ସରକାରଙ୍କୁ ତାଚ୍ଛଲ୍ୟ କଲେ ଯୋଗୀ ଆଦିତ୍ୟ ନାଥ, କହିଲେ ଏଠାରେ ଚାଲିଛି ଅଫିସର ରାଜ

About the Author