ସମ୍ବଲପୁରରେ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳି

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ଏହି ଖବର ମିଳିବା ପରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗତକାଲି ତାଙ୍କ ମର ଶରୀର ବରଗଡକୁ ନିଆଯାଉଥିବା ସମୟରେ ଦଳମତ ନିର୍ବିଶେଷରେ ସମ୍ବଲପୁରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ତାଙ୍କ ମରଶରୀରକୁ ଜନ୍ମମାଟି ବର

ସମ୍ବଲପୁରରେ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳି

About the Author