ଗାଙ୍ଗୁଲି ପରେ ଚୟନ କମିଟି ମଧ୍ୟ କୋହଲିଙ୍କୁ କହିଲା ମିଥ୍ୟାବାଦୀ! ତେଜିଲା ବିବାଦ

ବିରାଟ କୋହଲିଙ୍କୁ (Virat Kohli) ନେଇ ବିବାଦ ଲାଗି ରହିଛି । ନିକଟରେ ତାଙ୍କୁ ODI ଦଳର ଅଧିନାୟକତ୍ୱରୁ ହଟାଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ODI ଦଳର ନୂତନ ଅଧିନାୟକ କରାଯାଇଥିଲା ।

ଗାଙ୍ଗୁଲି ପରେ ଚୟନ କମିଟି ମଧ୍ୟ କୋହଲିଙ୍କୁ କହିଲା ମିଥ୍ୟାବାଦୀ! ତେଜିଲା ବିବାଦ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More