IND Vs ENG: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ଏକ ବଡ଼ ଝଟକା, ଦଳରୁ ବାଦ ପଡ଼ିଲେ ଏହି ମ୍ୟାଚ୍ ୱିନର୍

IND Vs ENG: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୨ ତାରିଖରେ ବିଶାଖାପାଟନମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଜିତିବା ପରେ ଇଂଲଣ୍ଡ ଦଳ ସିରିଜରେ ୧-୦ରେ ଆଗରେ ରହିଛି। ଏବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଟିମ୍ କୁ ଲାଗିଛି ଏକ ବଡ଼ ଝଟକା।

IND Vs ENG: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ଏକ ବଡ଼ ଝଟକା, ଦଳରୁ ବାଦ ପଡ଼ିଲେ ଏହି ମ୍ୟାଚ୍ ୱିନର୍

About the Author