FIFA World Cup 2022: ARG vs AUS ମ୍ୟାଚ ବେଳେ ଷ୍ଟାଡିୟମରେ ଏମିତି କାଣ୍ଡ କଲେ ମେସିଙ୍କ ପୁଅ, ଭାଇରାଲ ହେଲା ଭିଡିଓ

FIFA World Cup 2022: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ ୨୦୨୨ରେ ଲିଓନେଲ ମେସି ୩ଟି ଗୋଲ କରିଛନ୍ତି। ଆଉ ଏହି ମାଇଲଷ୍ଟୋନର ସମକକ୍ଷ ହେବାକୁ ରୋନାଲ୍ଡୋ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି। ଏହା ବ୍ୟତୀତ ମେଶି ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ୯ଟି ଗୋଲ କରିଛନ୍ତି, ଯେତେବେଳେ କି ରୋନାଲ୍ଡୋଙ୍କ ନାମରେ ଆଠଟି ଗୋଲ ରହିଛି।

FIFA World Cup 2022: ARG vs AUS ମ୍ୟାଚ ବେଳେ ଷ୍ଟାଡିୟମରେ ଏମିତି କାଣ୍ଡ କଲେ ମେସିଙ୍କ ପୁଅ, ଭାଇରାଲ ହେଲା ଭିଡିଓ
Image Credit: ସୋସିଆଲ ମିଡିଆ

About the Author