Sara Tendulkar Post: ଖୁଲମଖୁଲା ପ୍ରେମକୁ ସ୍ୱୀକାର କଲେ କି ସାରା ତେନ୍ଦୁଲକର! ସେୟାର କଲେ ଏହି ସୁନ୍ଦର ଫଟୋ

Sara Tendulkar Post: ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତୀୟ ଟିମ୍। ତେବେ ଏହାକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ କ୍ରିକେଟ ଦିଗଜ୍ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଏକ ପୋଷ୍ଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ହେଲେ ଏହି ଆକାଉଣ୍ଟଟି ସାରା ତେନ୍ଦୁଲକର୍ ଙ୍କ ଆକାଉଣ୍ଟ ନୁହେଁ ବରଂ ଏହା ଏକ କ୍ରାଉଡି ଆକାଉଣ୍ଟ ଯେଉଁଥିରୁ ଏହି ପୋଷ୍ଟ ଟି କରାଯାଇଛି।

Sara Tendulkar Post: ଖୁଲମଖୁଲା ପ୍ରେମକୁ ସ୍ୱୀକାର କଲେ କି ସାରା ତେନ୍ଦୁଲକର! ସେୟାର କଲେ ଏହି ସୁନ୍ଦର ଫଟୋ

About the Author