ସରକାରୀ ବିଦ୍ୟାଳୟରେ ଅଘଟଣ, ପାଇଖାନା ଛାତ ଧସି ୨ ଛାତ୍ର ଆହତ

ସ୍କୁଲର ପାଇଖାନା ଛାତ ଖସିପଡିବା କାରଣରୁ ୨ ଜଣ ଛାତ୍ର ଗୁରୁତର ଆହତ ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ସରକାରୀ ବିଦ୍ୟାଳୟରେ ଅଘଟଣ, ପାଇଖାନା ଛାତ ଧସି ୨ ଛାତ୍ର ଆହତ

About the Author