Accident News: ଇଲେକଟ୍ରିକ ତାରରେ ଲାଗି ପ୍ରାଣ ହରାଇଲେ ଟ୍ରାକ୍ଟର ଡ୍ରାଇଭର

Accident News: ଗତକାଲି ରାତିରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅନ୍ତର୍ଗତ ଲପଙ୍ଗାରେ ମକରଧ୍ଵଜ ମେହେର ଟ୍ରାକ୍ଟର ଡ୍ରାଇଭର ଜଣେ ଆଦିତ୍ୟ ବିର୍ଲା କମ୍ପାନୀ ଅଧିକାରୀଙ୍କ ବାଧ୍ୟ ବାଧକତାରେ ଟେଙ୍କର ଯୋଗେ ପାଣି ନେବା ପାଇଁ ଯାଉଥିଲେ। ଅଧ ବାଟରେ ଇଲେକଟ୍ରିକ ଲାଇନରେ ସଂଯୋଗ ହୋଇ ସର୍ଟ ସର୍କିଟ ହୋଇ ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Accident News: ଇଲେକଟ୍ରିକ ତାରରେ ଲାଗି ପ୍ରାଣ ହରାଇଲେ ଟ୍ରାକ୍ଟର ଡ୍ରାଇଭର

About the Author