Advertisement
Article Detail0/zeeodisha/odisha2290360
Zee OdishaOdisha StateMohan Majhi Cabinet: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂତନ କ୍ୟାବିନେଟ୍ ଓ ରାଜ୍ୟ ମନ୍ତ୍ରୀଙ୍କ ତାଲିକା

Mohan Majhi Cabinet: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂତନ କ୍ୟାବିନେଟ୍ ଓ ରାଜ୍ୟ ମନ୍ତ୍ରୀଙ୍କ ତାଲିକା

Mohan Majhi’s oath-taking: ଆଜି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ଆଜି କେଉଁ ମାନେ ଶପଥ ନେବାକୁ ଯାଉଛନ୍ତି।

Mohan Charan Majhi Cabinet
Mohan Charan Majhi Cabinet

Mohan Charan Majhi Cabinet​: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଆଜି ଶପଥ ଗ୍ରହଣ କରିଛନ୍ତି। ଏହା ସମତେ ଦୁଇ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଆଜି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ତେବେ ଆସନ୍ତୁ ଜାଣିବା ଆଜି କେଉଁ ମାନେ ଶପଥ ନେଇଛନ୍ତି। ଏବଂ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କ୍ୟାବିନେଟରେ କେଉଁ ସବୁ ବିଧାୟକ ସ୍ଥାନ ପାଇଛନ୍ତି।

ମୁଖ୍ୟ ମନ୍ତ୍ରୀ
ମୋହନ ଚରଣ ମାଝି

ଉପ-ମୁଖ୍ୟମନ୍ତ୍ରୀ
କନକ ବର୍ଦ୍ଧନ ସିଂ ଦେଓ
ପ୍ରଭାତୀ ପରିଡ଼ା

Add Zee News as a Preferred Source

କ୍ୟାବିନେଟ୍ ମନ୍ତ୍ରୀ ତାଲିକା

ସୁରେଶ ପୂଜାରୀ
ରବିନାରାୟଣ ନାୟକ
ନିତ୍ୟାନନ୍ଦ ଗଣ୍ଡ
କୃଷ୍ଣଚନ୍ଦ୍ର ପାତ୍ର
ପୃଥ୍ବୀରାଜ ହରିଚନ୍ଦନ
ମୁକେଶ ମହାଲିଙ୍ଗ
ବିଭୂତି ଭୂଷଣ ଜେନା
କୃଷ୍ଣଚନ୍ଦ୍ର ମହାପାତ୍ର

ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଚାର୍ଜ)

ଗଣେଶ ରାମ ସିଂ ଖୁଣ୍ଟିଆ
ସୂର୍ଯ୍ୟବଂଶୀ ସୂରଜ
ପ୍ରଦୀପ ବାଳ ସାମନ୍ତ
ଗୋକୁଳାନନ୍ଦ ମଲ୍ଲିକ
ସମ୍ପଦ ଚନ୍ଦ୍ର ସ୍ବାଇଁ

fallback

About the Author