Crime News:ଏକତରଫା ପ୍ରେମରୁ ତୁମୁଳ କାଣ୍ଡ, ଜଣେ ମୃତ

Crime News: ଝିମିଟି ଖେଳରୁ ମହାଭାରତ ପରି ଉଭୟଙ୍କ ମଧ୍ୟରେ ମାରପିଟ୍ ଲାଗିବା ସହ ଶେଷରେ ଛୁରୀରେ ଆକ୍ରମଣ କରିଥିଲେ ସମ୍ପର୍କୀୟ ଭାଈ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବାଲିପାଟଣା ନିକଟସ୍ଥ ମଝିହରା ମହଲାସାହିରେ । ମୃତ ବ୍ୟକ୍ତିଙ୍କ ଅକ୍ଷୟ ମାଝି ବୋଲି ଜଣାପଡିଛି ।

Crime News:ଏକତରଫା ପ୍ରେମରୁ ତୁମୁଳ କାଣ୍ଡ, ଜଣେ ମୃତ

About the Author