Vigilance: ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗି ଫସିଲେ ବରିଷ୍ଠ କିରାଣୀ ଅଭିରାମ ସାହୁ

Vigilance: ଲାଞ୍ଚ ନେବା ବେଳେ ଅଭିରାମ ସାହୁଙ୍କୁ (Abhiram Sahu) କାବୁ କରିଛି ଭିଜିଲାନ୍ସ (Vigilance) । ଖବର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ବିଲ ପାସ୍ କରିବା ନେଇ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଅଭିରାମ । ଏନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଜଣାଇଥିଲେ ।

Vigilance: ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗି ଫସିଲେ ବରିଷ୍ଠ କିରାଣୀ ଅଭିରାମ ସାହୁ

About the Author