Odisha Election 2024: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ...

Odisha Election 2024: ରାଜ୍ୟରେ ଏବେ ନିର୍ବାଚନୀ ମୋହୋଲ ସରଗରମ ଥିବା ବେଳେ ଭୋଟ୍ ହାତେଇବା ପାଇଁ ଚାଲିଛି କାଦୁଆ ଫିଙ୍ଗାଫିଙ୍ଗି ରାଜନୀତି। ବିଭିନ୍ନ ଦଳ ନିଜର ଲୋକପ୍ରିୟତା ବଢ଼ାଇ ଭୋଟରଙ୍କୁ ନିଜ ସପକ୍ଷରେ କରିବା ପାଇଁ ବିପକ୍ଷ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ବିଶେଷ କରି ବିଜେପି-ବିଜେଡି ମଧ୍ୟରେ ଚାଲିଛି ଜୋରସୋର ଲଢ଼େଇ।

Odisha Election 2024: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ...

About the Author