Odisha News: ଅସୁସ୍ଥତା ସତ୍ତ୍ୱେ ନବୀନ ପ୍ରଚାରରେ ବାହାରିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ

Odisha News: ଅସୁସ୍ଥତା ସତ୍ତ୍ଵେ କୁଜଙ୍ଗରେ ପହଁଞ୍ଚିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଦାମୋଦର ରାଉତ । କୁଜଙ୍ଗ ବ୍ଲକ ପଡିଆରେ ଆୟୋଜିତ ''ପୁଣି ନବୀନ'' ସାଧାରଣ ସଭାରେ ଡଃ ରାଉତ ଏକ ହୁଇଲ୍ ଚେୟାର ରେ ଆସି ସଭା ପାଖରେ ପହଞ୍ଚିଲା ପରେ ତାଙ୍କୁ ତାଙ୍କ ସମର୍ଥକମାନେ ଶ୍ରଦ୍ଧାର ସହ ପାଛୋଟି ନେଇଥିଲେ।

Odisha News: ଅସୁସ୍ଥତା ସତ୍ତ୍ୱେ ନବୀନ ପ୍ରଚାରରେ ବାହାରିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ

About the Author