Odisha News: ପୁରୀରେ ଉଦଘାଟିତ ହେଲା ବାଏଅଫ

Odisha News: ପୁରୀରେ ଉଦଘାଟିତ ହୋଇଛି ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ। ଏହି ଫିଲ୍ମ ଫେଷ୍ଟିଭାଲ ଚକ୍ରତୀର୍ଥ ରୋଡ ସୁବର୍ଣ୍ଣ ବେଳାଭୂମିରେ ୫ଦିନଧରି ଚାଲିବ। ଏଥିରେ ଦେଶବିଦେଶର ପ୍ରାୟ ୬୦ଟି ଫିଲ୍ମ ସ୍କ୍ରୀନିଂ ହେବ। ପ୍ରଥମ ଦିନରେ ପୁରୀର ଜାଗା ଆଖଡା ସଂସ୍କୃତିକୁ ନେଇ ପ୍ରଯୋଜକ ଆଶୁତୋଷଙ୍କ ଦ୍ୱାରା ପ୍ରସ୍ତୁତ "ଜାଗା ଆଖଡା" ଫିଲ୍ମ ପ୍ରଥମେ ସ୍କ୍ରୀନିଂ ହୋଇଥିଲା।

Odisha News: ପୁରୀରେ ଉଦଘାଟିତ ହେଲା ବାଏଅଫ

About the Author