World Odia Language Conference: ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

World First Odia Language Conference: ଆଜିଠାରୁ ଆରମ୍ଭ ହୋଇ ଏହା ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନ 11ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଦଘାଟନ କରିବେ । ଏହି ସମ୍ମିଳନୀ ଆଲୋଚନାରୁ ଯେଉଁ ନିଷ୍କର୍ସ ବାହାରିବ ତାକୁ ନେଇ ସରକାର ନୂଆ ନୀତି ଆଣିବେ । ଏହି ସମ୍ମିଳନୀରେ ମୋଟ 27ଟି ସେସନ୍ ରହିଛି ।

World Odia Language Conference: ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author