Budget Session 2024: ଆଜିଠୁ ବଜେଟ୍‍ ଅଧିବେଶନ, ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ

Odisha Assembly Budget Session 2024: ଷୋଡ଼ଶ ବିଧାନସଭାର ଅନ୍ତିନ ଅଧିବେଶନ ଆଜିଠାରୁ ଆରମ୍ଭ ହେବ (Odisha assembly budget session)। ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ଅଧିବେଶନ (Odisha assembly budget session 2024)। ଏହି ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ କାର୍ଯ୍ୟ ଦିବସ ମାତ୍ର ୭ଟି ଅଛି। ୮ ତାରିଖରୁ କାମଚଳା ବଜେଟ୍ ଆସିବ।

 Budget Session 2024:  ଆଜିଠୁ ବଜେଟ୍‍ ଅଧିବେଶନ, ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ

About the Author