Odisha News: ଆଜି ମୁଖ୍ୟମନ୍ତ୍ରୀଙ୍କ ଚୌଦ୍ବାର ଗସ୍ତ, ଦେଖନ୍ତୁ ପୂରା କାର୍ଯ୍ୟସୂଚୀ

Odisha News: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏନେଇ ଜନତାଙ୍କ ମନ କିଣିବା ପାଇଁ ବିଭିନ୍ନ ଦଳ କସରତ ଆରମ୍ଭ କରିଛନ୍ତି। ଆଉ ଏହି କସରତରୁ ପଛରେ ପଡିନି ବିଜେଡି। ଭୋଟକୁ ଆଖି ଆଗରେ ରଖି ଏବେ ବହୁ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରୁଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ଘନ ଘନ ଗସ୍ତ କରୁଛନ୍ତି।

Odisha News: ଆଜି ମୁଖ୍ୟମନ୍ତ୍ରୀଙ୍କ ଚୌଦ୍ବାର ଗସ୍ତ, ଦେଖନ୍ତୁ ପୂରା କାର୍ଯ୍ୟସୂଚୀ
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author