Advertisement
Article Detail0/zeeodisha/odisha2478892
Zee OdishaOdisha StateDroupadi Murmu: ୨୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କଣ ରହିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ?

Droupadi Murmu: ୨୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କ'ଣ ରହିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ?

Droupadi Murmu: ଓଡି଼ଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ପରେ ସେ ଶ୍ରୀଜିଉଙ୍କ ଦର୍ଶନ କରିବେ।  ଆସନ୍ତା ୨୪ ତାରିଖ ମଧ୍ୟାହ୍ନ ୧୨ଟାରୁ ସାଢେ ୧୨ଟା ଯାଏଁ ଦର୍ଶନ କରିବେ ମହାମହିମ। ଏନେଇ ୨୩ ଓ ୨୪ ତାରିଖ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। 

Droupadi Murmu: ୨୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,  ଜାଣନ୍ତୁ କ'ଣ ରହିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ?

Droupadi Murmu: ଓଡି଼ଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ପରେ ସେ ଶ୍ରୀଜିଉଙ୍କ ଦର୍ଶନ କରିବେ।  ଆସନ୍ତା ୨୪ ତାରିଖ ମଧ୍ୟାହ୍ନ ୧୨ଟାରୁ ସାଢେ ୧୨ଟା ଯାଏଁ ଦର୍ଶନ କରିବେ ମହାମହିମ। ଏନେଇ ୨୩ ଓ ୨୪ ତାରିଖ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଛତିଶାନିଯୋଗ  ବୈଠକରେ ଆଲୋଚନା ହୋଇଛି। ୨୪ ତାରିଖ ଭୋର ୩ଟାରୁ ଶ୍ରୀମନ୍ଦିର ସିଂହଦ୍ବାର ଫିଟିବ। ଦିନ ୧୧ଟାରୁ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ ପାଳିଆ ସେବାୟତଙ୍କ ସମେତଙ୍କ ବ୍ୟତିତ ଆଉ କେହି ଉପସ୍ଥିତ ରହିବେ ନାହିଁ। ଗର୍ଭଗୃହରେ ମହାମହିମ ଦର୍ଶନ କରିବେ ବୋଲି ବୈଠକରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀ। 

ALSO READ: Asima Panda Video: ନଦୀକୂଳରେ ଏମିତି କିଛି କଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା, ଭାଇରାଲ୍ ହେଲା ଭିଡିଓ

ALSO READ: Diwali 2024: ଦୀପାବଳିରେ ଗଜକେଶରୀ ରାଜଯୋଗ, ଧନବାନ୍ ହେବେ ଏହିସବୁ ରାଶି! କିଣିବେ ନୂଆ ଗାଡି ସହ...

Add Zee News as a Preferred Source

 

About the Author