Odisha News: ଲକ୍ଷ୍ମୀପୁର ବ୍ଲକ୍‌ରେ ଆନ୍ଥ୍ରାକ୍ସ ଆତଙ୍କ, ୨ ରୋଗୀ ଚିହ୍ନଟ

Odisha News: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଆନ୍ଥ୍ରାକ୍ସ ଆତଙ୍କ ଦେଖା ଦେଇଛି। ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତର ଖାଲକଣା ଗ୍ରାମରେ ଦୁଇ ଜଣ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ ହୋଇ ଥିବା ବେଳେ ପୂର୍ବରୁ ତିନି ଚାରି ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଖାଲକଣା ଗ୍ରାମରେ ଦୁଇଜଣ ଆନ୍ଥ୍ରାକ୍ସ ରୋଗରେ ପୀଡିତ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

Odisha News: ଲକ୍ଷ୍ମୀପୁର ବ୍ଲକ୍‌ରେ ଆନ୍ଥ୍ରାକ୍ସ ଆତଙ୍କ, ୨ ରୋଗୀ ଚିହ୍ନଟ

About the Author