Puri News: ଆଜି ତିନି ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

Puri News: ଆଜି ମାଘ ଶୁକ୍ଲ ଦ୍ବାଦଶୀ ତିଥି । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ( Shree Jagannatha Temple Administration, Puri) ପକ୍ଷରୁ ସୂଚନା ଦିଆଯାଇଛି।

Puri News: ଆଜି ତିନି ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

About the Author