Puri News: ପବିତ୍ର ବସନ୍ତ ପଞ୍ଚମୀରେ ଅନୁକୂଳ ହେବ ରଥକାଠ, ବଡ଼ଦାଣ୍ତରେ ପ୍ରସ୍ତୁତ ପୂଜାସ୍ଥଳୀ

Puri News: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବଡ଼ଦାଣ୍ତରେ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବା ପରେ ବୁଧବାର ଅର୍ଥାତ୍ ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖର ରଥକାଠ ଅନୁକୂଳ ହେବ ।

Puri News: ପବିତ୍ର ବସନ୍ତ ପଞ୍ଚମୀରେ ଅନୁକୂଳ ହେବ ରଥକାଠ, ବଡ଼ଦାଣ୍ତରେ ପ୍ରସ୍ତୁତ ପୂଜାସ୍ଥଳୀ

About the Author