Odisha News: ଝାରପଡ଼ା କେନ୍ଦ୍ରୀୟ କାରାଗାରରେ ଆଉ ଜଣେ କଏଦୀଙ୍କ( HIV)ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛି। ଯାହା ଫଳରେ ଏହି କାରାଗାରରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି।
ଗୁରବାର ସକାଳ ୧୦.୨୫ ମିନିଟ୍ ରୁ ୧୦ଟା ୪୫ ମିନିଟ୍ ମଧ୍ୟରେ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ବାମ ମୋଡ, ଲୋକଭବନ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଛକ ରାସ୍ତା ବନ୍ଦ ରହିବ । ସେହିପରି ଅପରାହ୍ମ ୧୨ଟା୨୫ ମିନିଟରୁ ୧୨ଟା୪୦ ମିନିଟ୍ ମଧ୍ୟରେ ଓୟୁଏଟି ଛକ, ଗୋପବନ୍ଧୁ ଛକ, ଲୋକଭବନ ଛକ ରାସ୍ତା ବନ୍ଦ ରହିବ ।
Odisha Weather Report: ଲଘୁଚାପର ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଗତ ଦୁଇ ଦିନ ଧରି ହେଉଥିବା ପ୍ରବଳ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ଜନଜୀବନ ବ୍ୟାହତ ହୋଇଛି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାସ୍ତାଘାଟ ଜଳମଗ୍ନ ହୋଇଥିବା ବେଳେ, ଅନେକ ନିମ୍ନାଞ୍ଚଳରେ ପାଣି ଜମି ରହିଛି।
Odisha News: ଭୁବନେଶ୍ବର ଝାରପଡ଼ା ଜେଲ୍ରେ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତକ ୫୫ ହେଲେ ବର୍ଷୀୟ ଯବାନ ନାୟକ। ଘର ତାରିଣୀ ବସ୍ତିରେ ହୋଇଥିବା ଜଣାପଡିଛି।
ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଗୋକୁଳାନନ୍ଦ ମଲ୍ଲିକ୍ ଏବଂ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏହି ରେଷ୍ଟୁରାଣ୍ଟର ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସମାରୋହରେ ବିଭିନ୍ନ ଶିଳ୍ପପତି, ଉଦ୍ୟୋଗୀ, ମତ୍ସ୍ୟ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିତ୍ୱ ଏବଂ ଖାଦ୍ୟପ୍ରେମୀମାନେ ଉପସ୍ଥିତ ଥିଲେ।
Sura Routray Viral Video: ଭୁବନେଶ୍ୱରରେ ଆୟୋଜିତ ରାଜମହୋତ୍ସବରେ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ନିଜର ଭିନ୍ନ ଅନ୍ଦାଜରେ ସମସ୍ତଙ୍କ ନଜର କାଢ଼ିନେଇଥିଲେ। ଗୀତାର ତାଳେ ତାଳେ ନାଚି ସେ ଦର୍ଶକଙ୍କ ମନ ମୋହିଥିଲେ। ତାଙ୍କ ଉତ୍ସାହଭରା ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିବାବେଳେ, କାର୍ଯ୍ୟକ୍ରମର ଏହି ମୁହୂର୍ତ୍ତ ଚର୍ଚ୍ଚାର ବିଷୟ ପାଲଟିଛି। ରାଜନୀତି ସହ ସାଂସ୍କୃତିକ ମଞ୍ଚରେ ସୁର ରାଉତରାୟଙ୍କ ଏହି ଉପସ୍ଥିତି ଦର୍ଶକଙ୍କ ମନ ଜିତିଥିଲା।
Controversial Video:ଏହା ହେଉଛି ଭୁବନେଶ୍ୱର ଇନ୍ଫୋସିଟି ଥାନାର ଚିତ୍ର। ଏବେ ପ୍ରଶ୍ନ ଉଠିଛି - ପୁଲିସର ଏଭଳି ବ୍ୟବହାରକୁ ପ୍ରଶ୍ରୟ ଦେଉଛି କିଏ? ଦେଖିବାକୁ ବାକି ରହିଲା ଏହି ଆଇ.ଆଇ.ସି. ଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି।
ଭୁବନେଶ୍ୱର: ରାଜ୍ୟରେ ଏବେ ଗ୍ରୀଷ୍ମ ଲହରୀ ଜାରି ରହିଛି। ତାତି ସାଙ୍ଗକୁ ତତଲା ପବନ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଅସହ୍ୟ ଗରମ ଭିତରେ ବିଦ୍ୟୁତ କାଟ ସାଧାରଣ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହାକୁ ନେଇ ଗତକାଲି ବିଳମ୍ବିତ ରାତିରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ଭରତପୁର ଅଞ୍ଚଳରେ ବିଳମ୍ବିତ ରାତିରେ ଏଭଳି ପରିସ୍ଥିତି ଦେଖାଯାଇ
ଟାଟା 1mg ଆପ୍ ମାଧ୍ୟମରେ, ହିତାଧିକାରୀମାନେ ପ୍ରାୟ 30 ଜଣ ବିଶେଷଜ୍ଞ ଏବଂ ସୁପର-ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହିତ ମାଗଣା ଅଡିଓ ଏବଂ ଭିଡିଓ ପରାମର୍ଶ ପାଇପାରିବେ, ଯାହା ଚିକିତ୍ସା ମାର୍ଗଦର୍ଶନ ପାଇଁ ଦୂରଦୂରାନ୍ତ ଯାତ୍ରାର ଆବଶ୍ୟକତାକୁ ହ୍ରାସ କରିବ। ଏହି ସେବା କଳାହାଣ୍ଡି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର ପ୍ରାୟ 70 ଟି ଦୂରଦୂରାନ୍ତ ଗ୍ରାମର 70,000 ରୁ ଅଧିକ ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି।
ଭୁବନେଶ୍ୱର: ଭୁବନେଶ୍ୱରରୁ ଆସିଛି ଏକ ଭୟାବହ ଅଗ୍ନିକାଣ୍ଡର ଚିତ୍ର। ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଆଉ ଏହି ଆପାର୍ଟମେଣ୍ଟ ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ନାବାଳିକାଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଭୋର ପ୍ରାୟ ସାଢେ ୩ ଟାରେ ବାସ
ନୂଆଦିଲ୍ଲୀ: ଭୁବନେଶ୍ୱରଠାରେ ଅନୁଷ୍ଠିତ ଫେମିନା ମିସ୍ ଇଣ୍ଡିଆ 2026ର 60ତମ ସଂସ୍କରଣରେ ଗୋଆର ସାଧ୍ୱୀ ସତୀଶ ସୈଲ ବିଜୟୀ ହୋଇଛନ୍ତି। ଭାରତର ଅନ୍ୟ 30 ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ସେ ମିସ୍ ଇଣ୍ଡିଆ ୱାର୍ଲ୍ଡ 2026 ଟାଇଟଲ ଜିତିଥିଲେ। ସେ ନିଜର ସୌନ୍ଦର୍ଯ୍ୟ ଏବଂ ବୁଦ୍ଧିମତାରେ ବିଚାରକମାନଙ୍କୁ ପ୍ରଭାବିତ କରିଥିଲେ ଏବଂ ମିସ୍ ଇଣ୍ଡିଆ 2024
ମାନସିକ ଚିକିତ୍ସା କ୍ଷେତ୍ରରେ ବିପ୍ଳବ ଆଣିବ ‘ସେରେନା ଏଆଇ’: ଭୁବନେଶ୍ୱରରେ ଲୋକାର୍ପିତ ହେଲା ଅତ୍ୟାଧୁନିକ ଜ୍ଞାନକୌଶଳ
ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅନୁରୂପ ପାଗ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Viral Video: ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ପ୍ରିୟଙ୍କା ସନମ୍ ନିଜ ଜନ୍ମଦିନକୁ ଖୁବ ଆଡମ୍ୱରରେ ପାଳନ କରିଛନ୍ତି । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି ଯେଉଁଥିରେ ଦେଖିବାକୁ ମିଳିଛି ପ୍ରିୟଙ୍କା ନିଜ ଜନ୍ମଦିନକୁ ଖୁବ ଉପଭୋଗ କରୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ମଧ୍ୟରେ ଗୃହକୁ ଅଚଳ କରିଛନ୍ତି ବିରୋଧି। ବିଧାନସଭାରେ କଳା ସାର୍ଟ ପିନ୍ଧି ଅଭିନବ ପ୍ରତିବାଦ କରିଛନ୍ତି ବିରୋଧୀ। ଏଠାରେ କହି ରଖୁ କି ଏସସିବି ଅଗ୍ନିକାଣ୍ଡ ଘଟଣାରେ ଲଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ହୋ ହଲ୍ଲା କରିବା ଫଳରେ ଗୃହ କାର୍ଯ୍ୟ ସ୍ୱ
Video: ଘୂର୍ଣ୍ଣିଝଡ଼ ତାଣ୍ଡବର ତାଜା ଭିଡିଓ, ୨ ମୃତ ୬ ସଙ୍କଟାପନ୍ନ
Women's Day Festival: ଜଣେ ମହିଳା ପ୍ରତିଦିନ ନିଜ ଜୀବନରେ ଅନେକ ସଂଘର୍ଷ କରନ୍ତି, ହେଲେ ତାଙ୍କ ପାଇଁ ଉତ୍ସବ ପାଳନ ହୁଏ ବର୍ଷକୁ ମାତ୍ର ଦିନଟିଏ। ମହିଳାଙ୍କ ଏହି ଅଦମ୍ୟ ସାହସ ଓ ପ୍ରଚେଷ୍ଟାକୁ ସମ୍ମାନ ଜଣାଇବା ପାଇଁ ‘ସେବା ପ୍ରୟାସ ଫାଉଣ୍ଡେସନ’ (SPF) ଚଳିତ ବର୍ଷ ଏକ ନିଆରା ପ୍ରୟାସ କରିବାକୁ ଯାଉଛି।
East Coast Railway: ଆଗକୁ ରଙ୍ଗର ପର୍ବ ହୋଲି। ଏହି ସମୟରେ ଘରକୁ ଫେରୁଥିବା ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ECoR) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
Amit Shah's Odisha Tour: ଆସନ୍ତା ମାର୍ଚ୍ଚ ୫ ତାରିଖରୁ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି।
BMC: ରାଜଧାନୀର ରାସ୍ତାକଡ଼ରେ ଲାଗିଥିବା ବଡ଼ ବଡ଼ ବିଜ୍ଞାପନ ହୋର୍ଡିଂକୁ ନେଇ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ (BMC)।
Deputy Director of Mines Arrested: ରାଜ୍ୟରେ ପୁଣି ଜଣେ 'କୁବେର' ସରକାରୀ ବାବୁଙ୍କ ମୁଖା ଖୋଲିଛି। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କଟକ ସର୍କଲର ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସ (DDM) ଦେବବ୍ରତ ମହାନ୍ତିଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।
ତେଲକୋଇ କାଞ୍ଜିପାଣି-କନ୍ତଳା ରାସ୍ତା ଗୋଳାବନ୍ଧରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସେହିପରି ଭୁବନେଶ୍ବର ରସୁଲଗଡ଼ ଓଭର ବ୍ରିଜ ଉପରେ ବାଇକ୍କୁ କାର୍ ପିଟିବା କାରଣରୁ ୪ ଜଣ ଆହତ ହୋଇଛନ୍ତି ।