Rengali Dam: ଆଜି ଖୋଲିବ ରେଙ୍ଗାଳି ଡ୍ୟାମ ଗେଟ୍, ଏ ବର୍ଷର ପ୍ରଥମ ବର୍ଷାଜଳ ନିଷ୍କାସନ...
Advertisement
Article Detail0/zeeodisha/odisha2396013

Rengali Dam: ଆଜି ଖୋଲିବ ରେଙ୍ଗାଳି ଡ୍ୟାମ ଗେଟ୍, ଏ ବର୍ଷର ପ୍ରଥମ ବର୍ଷାଜଳ ନିଷ୍କାସନ...

Rengali Dam: ଆଜି ଖୋଲିବ ରେଙ୍ଗାଳି ଡ୍ୟାମର ଗେଟ। ଓଡ଼ିଶାର ଦ୍ୱିତୀୟ ବୃହତ ଜଳଭଣ୍ଡାର ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଆଜି ସକାଳ ୯ଟାରେ ରେଙ୍ଗାଳି ଡ୍ୟାମର ଜଳ ନିଷ୍କାସନ ପାଇଁ ଗେଟ ଖୋଲିବାକୁ ଯାଉଛି। 

 

Rengali Dam: ଆଜି ଖୋଲିବ ରେଙ୍ଗାଳି ଡ୍ୟାମ ଗେଟ୍, ଏ ବର୍ଷର ପ୍ରଥମ ବର୍ଷାଜଳ ନିଷ୍କାସନ...

Rengali Dam: ଆଜି ଖୋଲିବ ରେଙ୍ଗାଳି ଡ୍ୟାମର ଗେଟ। ଓଡ଼ିଶାର ଦ୍ୱିତୀୟ ବୃହତ ଜଳଭଣ୍ଡାର ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଆଜି ସକାଳ ୯ଟାରେ ରେଙ୍ଗାଳି ଡ୍ୟାମର ଜଳ ନିଷ୍କାସନ ପାଇଁ ଗେଟ ଖୋଲିବାକୁ ଯାଉଛି। ବର୍ତ୍ତମାନ ଡ୍ୟାମରେ ଜଳସ୍ତର ୧୨୧.୦୯ ମିଟର ରହିଛି। ଗତବର୍ଷ ଏହି ସମୟରେ ଜଳସ୍ତର ଥିଲା ୧୨୦.୫୦ ମିଟର। ଏ ବର୍ଷର ପ୍ରଥମ ବର୍ଷାଜଳ ନିଷ୍କାସନ କରିବ ରେଙ୍ଗାଳି ଡ୍ୟାମ। ଏନେଇ ରେଙ୍ଗାଳି ଡ୍ୟାମ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ରେଙ୍ଗାଳି ଜ୍ୟାମର ତଳିଆ ଅଞ୍ଚଳକୁ ଦୂରଭାଷ ଯନ୍ତ୍ର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିବା ଜଣାଯାଇଛି।

 

ALSO READ: ଆଗାମୀ ସପ୍ତାହ ଏହିସବୁ ରାଶିଙ୍କ ପାଇଁ ରହିବ ଅତ୍ୟନ୍ତ ଖାସ୍, ମେଷ-ମିଥୁନ ସହ ଏହି ୫ ରାଶିକୁ ମିଳିବ ଶୁଭଫଳ ସହ...

ALSO READ:  Vishwakarma Puja 2024: ଆସୁଛି ବିଶ୍ବକର୍ମା ପୂଜା, ଚଳିତ ଥର ପାରାଦୀପରେ ବଢିବ ମଣ୍ତପ ସଂଖ୍ୟା