Road Accident: ଅଶୁଭ ଶନିବାର! ବିବାହ ଭୋଜି ଖାଇ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲେ ୪ ସାଙ୍ଗ

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଘଟିଗଲା ଭୟଙ୍କର ଦୁର୍ଘଟଣା (Road Accident)। ଏକା ସାଙ୍ଗରେ ଆଖି ବୁଜିଲେ ୪ ସାଙ୍ଗ। କଟକ ଜିଲ୍ଲା ତିଗିରିଆ ଥାନା ଗଦାଧପୁର ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଘରର କାନ୍ଥକୁ ଧକ୍କା ଦେଇଥିବାରୁ ଏହି ଛାତିଥରା ଦୁର୍ଘଟଣା ଘଟିଛି ।

Road Accident: ଅଶୁଭ ଶନିବାର! ବିବାହ ଭୋଜି ଖାଇ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲେ ୪ ସାଙ୍ଗ

About the Author