ସୁସ୍ଥ ହେବା ପରେ ‘ପୁଣି ନବୀନ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଦାମ

କିଛି ଦିନ ତଳେ ଅସୁସ୍ଥ ଥିବା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛି । ଆଜି କୁଜଙ୍ଗ ପଡିଆରେ ଆୟୋଜିତ ହୋଇଥିବା 'ପୁଣି ନବୀନ' କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି ଦାମ । ହ୍ୱିଲ ଚେୟାରରେ ଗାଡିରୁ ସଭା ନିକଟକୁ ଯାଇଥିବା ବେଳେ ଦାମଙ୍କ ସମର୍ଥକମାନେ ନିକଟରେ ଦାମଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ।

ସୁସ୍ଥ ହେବା ପରେ ‘ପୁଣି ନବୀନ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଦାମ

About the Author