Srimandira: ଏଥର କାର୍ତ୍ତିକ ମାସରେ ହବିଷ୍ୟାଳି ପାଳିବେ ପଞ୍ଚୁକ ୪ ଦିନ

Srimandira: ଏଥର କାର୍ତ୍ତିକ ମାସରେ ହବିଷ୍ୟାଳି ପାଳିବେ ପଞ୍ଚୁକ ୪ ଦିନ। ଲକ୍ଷ୍ମୀ ନୃସିଂହ ବେଶ କ୍ଷୟ ପଡୁଥିବାରୁ ଏହି ବେଶ କରାଯିବ ନାହିଁ। ଏଥିସହ ଏପ୍ରିଲ ୧୪ ରେ ହେବ ପଣା ସଂକ୍ରାନ୍ତି ସେ ନେଇ ଆଜି ନିଷ୍ପତି ନିଆଯାଇଛି।ଏବଂ ରଥଯାତ୍ରା ସମୟରେ ୧୩ ଦିନିଆ ଅଣସର ତିଥି କ୍ଷୟ ପଡୁଥିବାରୁ ଅନବସର ସମୟରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଗୋଟାଏ ଦିନରେ କେବଳ ନୀତି କାନ୍ତି କରାଯିବ।

Srimandira: ଏଥର କାର୍ତ୍ତିକ ମାସରେ ହବିଷ୍ୟାଳି ପାଳିବେ ପଞ୍ଚୁକ ୪ ଦିନ

About the Author