ଢେଙ୍କାନାଳରେ ଗୁଳିମାଡ, ସୁନା ଦୋକାନୀଙ୍କଠାରୁ ଗହଣା ଓ ଟଙ୍କା ଲୁଟ୍

Crime News: ଜଣେ ସୁନା ଦୋକାନୀଙ୍କୁ ଗୁଳି ମାରି ତାଙ୍କଠାରୁ ସୁନା ଅଳଙ୍କାର ସମେତ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ୍ କରିନେଲେ ଦୁର୍ବୁତ୍ତ । ରାସୋଳ ଥାନା ନିକଟ କଦଳୀପାଳ ଅଞ୍ଚଳରୁ ଏପରି ଲୁଟ୍ ଘଟଣା ସାମ୍ନାକୁ ଆସିଛି ।

ଢେଙ୍କାନାଳରେ ଗୁଳିମାଡ, ସୁନା ଦୋକାନୀଙ୍କଠାରୁ ଗହଣା ଓ ଟଙ୍କା ଲୁଟ୍

About the Author