Weather Update: କରାଳ ତାଣ୍ଡବ ରଚିଲା କାଳବୈଶାଖୀ, କୁଆପଥର ବର୍ଷା ସହ ଉପୁଡିଲା ଗଛ

Weather News: ନୂଆପଡା ଖଡିଆଳରେ କୁଆପଥର ବର୍ଷା ସାଙ୍ଗକୁ ପବନ ହେବା ଫଳରେ ବିରାଟ ବିରାଟ ଗଛ ଉପୁଡି ରାସ୍ତାରେ ପଡିଥିଲା । ଫଳରେ ଦୀର୍ଘ ସମୟ ଧରି ଯାତାୟତ ଠପ୍ ହୋଇଥିଲା ।

Weather Update: କରାଳ ତାଣ୍ଡବ ରଚିଲା କାଳବୈଶାଖୀ, କୁଆପଥର ବର୍ଷା ସହ ଉପୁଡିଲା ଗଛ

About the Author