Naveen in Odisha: ନବୀନଙ୍କୁ କାହିଁକି ଏତେ ଗୁରୁତ୍ୱ, କିଛି ଅଘୋଷିତ ବୁଝାମଣାକୁ ନେଇ ଚର୍ଚ୍ଚା

Naveen in Odisha: ନବୀନ ବି ବେଶ୍‍ ଫିଟ୍‍ ରହିଛନ୍ତି। ପୂର୍ବରୁ ଯେମିତି ସେ ମଞ୍ଚ ଉପରକୁ ଉଠି ପାରୁ ନଥିବା ଦେଖିବାକୁ ମିଳୁଥିଲା ତାହା ଏଥର ବିଲକୁଲ ହୋଇ ନାହିଁ। ନବୀନ ନିଜେ ଚାଲି ଚାଲି ମଞ୍ଚକୁ ଉଠିଛନ୍ତି। ବିନା କାହାର ସାହାଯ୍ୟରେ ସେ ନିଜର ପତିଆରା ଦେଖାଇଛନ୍ତି। ପ୍ରଶ୍ନ ଉଠୁଛି ନବୀନଙ୍କୁ କାହିଁକି ଏତେ ଗୁରୁତ୍ୱ ଦେଉଛି ବିଜେପି। ଆସନ୍ତୁ ନଜର ପକାଇବା ନିମ୍ନ ବିନ୍ଦୁଗୁଡ଼ିକ ଉପରେ:

Naveen in Odisha: ନବୀନଙ୍କୁ କାହିଁକି ଏତେ ଗୁରୁତ୍ୱ, କିଛି ଅଘୋଷିତ ବୁଝାମଣାକୁ ନେଇ ଚର୍ଚ୍ଚା

About the Author