Anant Radhika Wedding: ସୁନାର ଡ୍ରେସ ସହ ଆହୁରି କେତେ କଣ, ପ୍ରି ୱେଡିଂର ଖର୍ଚ୍ଚ ଶୁଣିଲେ ଉଡିଯିବ ହୋସ

Anant Radhika Wedding: ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ଯେ ଏହି କାର୍ଯ୍ୟକ୍ରମ ୨୮ ମେରୁ ୧ଜୁନ୍ ମଧ୍ୟରେ ହେବାକୁ ଯାଉଛି। ଏହି ବିଳାସପୂର୍ଣ୍ଣ ପାର୍ଟି ଏକ ବିଳାସପୂର୍ଣ୍ଣ କ୍ରୁଜରେ ଆୟୋଜିତ ହେବ, ଯାହା ଇଟାଲୀ ଏବଂ ଦକ୍ଷିଣ ଫ୍ରାନ୍ସ ମଧ୍ୟରେ ତିନି ଦିନ ଧରି ଯାତ୍ରା କରିବ । ଏହି ପାର୍ଟୀରେ ପ୍ରାୟ ୮୦୦ ବହୁ ନାମୀଦାମୀ ଅତିଥି ଯୋଗଦେବେ ।

Anant Radhika Wedding: ସୁନାର ଡ୍ରେସ ସହ ଆହୁରି କେତେ କଣ, ପ୍ରି ୱେଡିଂର ଖର୍ଚ୍ଚ ଶୁଣିଲେ ଉଡିଯିବ ହୋସ

About the Author