ଚୌଧୁରୀ ଚରଣ ସିଂ, ପି.ଭି ନରସିଂହ ରାଓ ଏବଂ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ

Bharat Ratna Award: ବିଭିନ୍ନ କ୍ଷେତ୍ରରେ ଦେଶ ପାଇଁ ଅବିସ୍ମରଣୀୟ ଅବଦାନ ଦେଇଥିବା ବ୍ୟକ୍ତିତ୍ୱଙ୍କୁ ପୁରସ୍କୃଚ କରାଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି.ଭି ନରସିଂହ ରାଓ ଏବଂ ଡ ଏମଏସ ସ୍ୱାମୀନାଥନଙ୍କୁ ସମାଜ ଗଠନରେ ସେମାନଙ୍କର ଅତୁଳନୀୟ ଅବଦାନକୁ ସ୍ୱୀକୃତି ଦିଆଯାଇ ସମ୍ମାନ ଦିଆଯାଇଛି ।

ଚୌଧୁରୀ ଚରଣ ସିଂ, ପି.ଭି ନରସିଂହ ରାଓ ଏବଂ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ

About the Author