School Time: ଶିକ୍ଷକଙ୍କ ଚିନ୍ତା ହେଲା ଦୂର, ସକାଳ ୯ଟାରୁ ୫ଟା ଡ୍ୟୁଟି ଅର୍ଡର ବାତିଲ୍

Bihar School Time: ବିହାର ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସକାଳ ୧୦ଟାରୁ ୧୦.୩୦ ମଧ୍ୟରେ ପ୍ରାର୍ଥନା କରାଯିବ । ଏଥି ସହିତ ସକାଳ ୧୦ଟା୩୦ରୁ ୧୧ଟା୨୦ ମଧ୍ୟରେ ପ୍ରଥମ ପିରିଅଡରେ ପାଠ ପଢା ହେବ । ଦ୍ୱିତୀୟ ପିରିଅଡ ୧୧ଟା୨୦ରୁ ୧୨ଟା ପର୍ଯ୍ୟନ୍ତ ଚାଲିବ । ତୃତୀୟ ପିରିଅଡ ୧୨ଟାରୁ ୧୨ଟା ୪୦ ଏବଂ ଚତୁର୍ଥ ପିରିଅଡ ୧୨ଟା୪୦ରୁ ୧ଟା୨୦ ପର୍ଯ୍ୟନ୍ତ ଚାଲିବ ।

School Time: ଶିକ୍ଷକଙ୍କ ଚିନ୍ତା ହେଲା ଦୂର, ସକାଳ ୯ଟାରୁ ୫ଟା ଡ୍ୟୁଟି ଅର୍ଡର ବାତିଲ୍

About the Author