Gold Price Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଆଜି ପୁଣି କମିଲା ରେଟ୍

Gold Price Today: ସୁନାପ୍ରେମୀଙ୍କ ଖୁସି ଖବର। ଶସ୍ତା ହେଲା ସୁନା... ଭାଲେଣ୍ଟାଇନ ଡେ' ରେ ଖସିଲା ସୁନା ରେଟ୍ (Gold Price Today) । ଯଦି ଆପଣ ଆଜି ନିଜ ଜୀବନ ସାଥୀଙ୍କୁ କିଛି ଗହଣା ଉପହାର ବା ଗିପ୍ଟ ଦେବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରର କେତେ ରହିଛି ସୁନା ରେଟ୍?

Gold Price Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଆଜି ପୁଣି କମିଲା ରେଟ୍

About the Author