Gold Rate: ଖସିଲା ସୁନା ଦର, ଓଡ଼ିଶାରେ ଭରି ସୁନା ଦର...

Gold Rate: ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଆଜି ଗ୍ରାମ ପିଛା ୧ ଟଙ୍କା ହ୍ରାସ ପାଇଛି ସୁନା ମୂଲ୍ୟ। ସୁନା ଦର ଏବେ ହୁ ହୁ ବଢ଼ି ଚାଲିଥିବା ବେଳେ ୧୦ ଗ୍ରାମ ପିଛା ୬୭ ହଜାର ପାର୍ କରିଛି। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି ।

Gold Rate: ଖସିଲା ସୁନା ଦର, ଓଡ଼ିଶାରେ ଭରି ସୁନା ଦର...

About the Author