Gold Rate Today: ଖସିଲା ସୁନା ଦର, ଜାଣନ୍ତୁ ଗ୍ରାମ ପିଛା ଓଡି଼ଶାରେ କେତେ ରହିଛି ସୁନା ମୂଲ୍ୟ..

Gold Rate Today: ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଗତ କାଲି ଅପେକ୍ଷା ଆଜି ସୁନା ଦରରେ ଦ୍ରାସ ଦେଖିବାକୁ ମିଳିଛି, ମାତ୍ର ଏହି ହ୍ରାସ ଗ୍ରାହକଙ୍କୁ ସେତେଟା ଖୁସି କରିପାରି ନାହିଁ। କାରଣ ଗତକାଲି ତୁଳନାରେ ଗ୍ରାମ ପିଛା ସୁନା ଦର ୧ ଟଙ୍କା ଖସିଛି। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି ।

Gold Rate Today: ଖସିଲା ସୁନା ଦର, ଜାଣନ୍ତୁ ଗ୍ରାମ ପିଛା ଓଡି଼ଶାରେ କେତେ ରହିଛି ସୁନା ମୂଲ୍ୟ..

About the Author