Gold Rate Today: ଆଜି ସୁନା-ଅଳଙ୍କାର କିଣିବାକୁ ପ୍ଲାନ୍ କରିଛନ୍ତି କି? ଜାଣନ୍ତୁ ଓଡି଼ଶାରେ କେତେ ଅଛି ରେଟ୍
Advertisement
Article Detail0/zeeodisha/odisha2329586

Gold Rate Today: ଆଜି ସୁନା-ଅଳଙ୍କାର କିଣିବାକୁ ପ୍ଲାନ୍ କରିଛନ୍ତି କି? ଜାଣନ୍ତୁ ଓଡି଼ଶାରେ କେତେ ଅଛି ରେଟ୍

Gold Rate Today:  ବିବାହ ସିଜିନରେ ସୁନା ଦର ବୃଦ୍ଧି ଗ୍ରାହକଙ୍କ ମୁଣ୍ତ ବିନ୍ଧାର କାରଣ ପାଲଟିଛି। ଗତ କିଛି ଦିନ ହେବ ରାଜ୍ୟରେ ସୁନା ଦର ହୁ ହୁ ହୋଇ ବଢି ଚାଲିଛି। ଅନ୍ତର୍ଜାତୀୟ ବଜାରର ସୁନା ଦର ଆକାଶ ଛୁଆଁ ହେବାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯଦି ଆପଣ ଆଜି ସୁନା କଣିବାକୁ ପ୍ଲାନ କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। 

 Gold Rate Today: ଆଜି ସୁନା-ଅଳଙ୍କାର କିଣିବାକୁ ପ୍ଲାନ୍ କରିଛନ୍ତି କି? ଜାଣନ୍ତୁ ଓଡି଼ଶାରେ କେତେ ଅଛି ରେଟ୍

Gold Rate Today: ଦେଶରେ ଏବେ ଚାଲିଛି ବିବାହ ସିଜିନ୍। ଆଉ ବିବାହ ସିଜିନରେ ସୁନା ଦର ବୃଦ୍ଧି ଗ୍ରାହକଙ୍କ ମୁଣ୍ତ ବିନ୍ଧାର କାରଣ ପାଲଟିଛି। ଗତ କିଛି ଦିନ ହେବ ରାଜ୍ୟରେ ସୁନା ଦର ହୁ ହୁ ହୋଇ ବଢି ଚାଲିଛି। ଅନ୍ତର୍ଜାତୀୟ ବଜାରର ସୁନା ଦର ଆକାଶ ଛୁଆଁ ହେବାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯଦି ଆପଣ ଆଜି ସୁନା କଣିବାକୁ ପ୍ଲାନ କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। 

ALSO READ: Bus Accident: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୮ ମୃତ, ୩୦ ରୁ ଅଧିକ...

ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍:

ଦିଲ୍ଲୀ:-  ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟର ୧୦ଗ୍ରାମ୍ ମୂଲ୍ୟ ୬୭,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୩୫୦ ଟଙ୍କା ରହିଛି। ତେବେ,ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ ଆଜି ସୁନା ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ।

ମୁମ୍ବାଇ :- ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୨୦୦ ଟଙ୍କା ରହିଛି। 

ଚେନ୍ନାଇ:- ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ଚେନ୍ନାଇରେ ସୁନା ରେଟ୍ ଅଧିକ ରହିଛି। ୨୨ କ୍ୟାରେଟ୍(୧୦ ଗ୍ରାମ୍ ମୂଲ୍ୟ) ୬୭,୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୩୫୦ ଟଙ୍କା ରହିଛି।

ବେଙ୍ଗାଲୁରୁ:-ଏଠାରେ ସୁନା ଦର ୨୨ କ୍ୟାରେଟ୍ ର (୧୦ ଗ୍ରାମ) ମୂଲ୍ୟ ୬୭,୧୫୦ ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୫୦ ଟଙ୍କା ରହିଛି।

ଭୁବନେଶ୍ବର:- ଓଡିଶାର ପ୍ରମୁଖ ସହର ତଥା ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୦୦ ଟଙ୍କା ରହିଛି। ଆଜି ସୁନା ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ।