Gyanvapi : ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଜ୍ଞାନବାପୀରେ ଚାଲିବ ହିନ୍ଦୁ ପୂଜାର୍ଚ୍ଚନା

Gyanvapi: ଜ୍ଞାନବାପୀରେ ଚାଲିବ ହିନ୍ଦୁ ପୂଜାର୍ଚ୍ଚନା। ଆଲ୍ଲହାବାଦ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହାକୁ ସ୍ପଷ୍ଟ କରିଛନ୍ତି। ଏହାଦ୍ୱାରା ବାରଣାସୀ ଜିଲ୍ଲା କୋର୍ଟ ଦେଇଥିବା ରୟ କାଏମ ରହିଛି। ଉତ୍ତର ପ୍ରଦେଶ ଗ୍ୟାନବାପୀ ତେହଖାନାରେ ହିନ୍ଦୁ ପୂଜାର୍ଚ୍ଚନା ଆଦେଶକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇନ୍ତଜାମିଆ ମସ୍‍ଜିଦ୍‍ କମିଟି ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା।

Gyanvapi : ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଜ୍ଞାନବାପୀରେ ଚାଲିବ ହିନ୍ଦୁ ପୂଜାର୍ଚ୍ଚନା

About the Author