Budget 2024: '୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ'

Budget 2024: ଜନସାଧାରଣଙ୍କ ସ୍ୱାର୍ଥରେ ଅନେକ କାର୍ଯ୍ୟକ୍ରମ ଏବଂ ଯୋଜନା ପ୍ରସ୍ତୁତ କରାଯାଇଥିଲା ଯାହା ଦ୍ୱାରା ଅର୍ଥନୀତି ଦୃଢ଼ ହୋଇପାରିବ ଏବଂ ଲୋକମାନେ ଚାକିରୀ ପାଇପାରିବେ। ଅନ୍ତର୍ଭୂକ୍ତ ବିକାଶ ଉପରେ ସରକାରଙ୍କ ଧ୍ୟାନ ରହିଛି ଏବଂ ସମସ୍ତ ବର୍ଗ ଓ ଲୋକଙ୍କ ପାଇଁ ବିକାଶର ଆଲୋଚନା ହେଉଛି।

Budget 2024: '୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ'

About the Author