Jammu Bus Accident: ୧୫୦ ଫୁଟ୍ ଘାଇକୁ ଖସିପଡିଥିଲା ବସ୍, ୨୧ ଜଣଙ୍କର ଦୁଃଖଦ ମୃତ୍ୟୁ

Jammu Bus Accident: ଅଧିକାରୀ କହିଛନ୍ତି ଯେ ଚୋରାସ୍ଥିତ ଟାଙ୍ଗଲି ମୋଡରେ ଏହି ଦୁର୍ଘଟଣା ଘଟିଛି। ଏହା ସମେତ ଅଧିକାରୀ କହିଛନ୍ତି ଯେ ବସ୍ ପ୍ରାୟ ୧୫୦ ଫୁଟ ତଳେ ଥିବା ଖାଲ ଭିତରକୁ ଖସି ପଡ଼ିଥିଲା।

Jammu Bus Accident: ୧୫୦ ଫୁଟ୍ ଘାଇକୁ ଖସିପଡିଥିଲା ବସ୍, ୨୧ ଜଣଙ୍କର ଦୁଃଖଦ ମୃତ୍ୟୁ
Image Credit: Jammu Bus Accident

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More