Oyo Layoffs: Twitter Amazon ପରେ ଏବେ Oyoର ପାଳି, କମ୍ପାନୀ ଛଟେଇ କରିବ ଏତେ କର୍ମଚାରୀ

Oyo Layoffs Update: ଦେଶରେ ଦିନକୁ ଦିନ ନିଯୁକ୍ତି କ୍ଷେତ୍ରରେ ଏବେ ବଡ ଧରଣର କ୍ଷତି ହେବାକୁ ଯାଉଛି । କାରଣ କୋରୋନା ପରେ ପୁରା ବିଶ୍ୱର ଆର୍ଥିକ ସ୍ଥିତି ମାନ୍ଦାବସ୍ଥାକୁ ଚାଲିଯାଇଛି । ଯାହାଫଳରେ ବଡ ବଡ ଉଦ୍ୟୋଗ ଏବେ କ୍ଷୀଣ ହେବାକୁ ବସିଲାଣି। ସେପଟେ ଆର୍ଥିକ ମାନ୍ଦାବସ୍ଥାରୁ ସୁଧୁରିବାକୁ ମୋଟା ଅଙ୍କର ଦରମା ଦେଇ ପୋଷୁଥିବା କମ୍ପାନୀ ଏବେ ଛଟେଇ ପ୍ରଥାକୁ ଆପଣେଇ ନେଲେଣି। ଟ୍ୱିଟର, ଫେସବୁକ, ଆମାଜନ ପରେ ଏହି କ୍ରମରେ ଓୟୋ ବି ସାମିଲ ହେଲାଣି।

Oyo Layoffs: Twitter Amazon ପରେ ଏବେ Oyoର ପାଳି, କମ୍ପାନୀ ଛଟେଇ କରିବ ଏତେ କର୍ମଚାରୀ

About the Author