Ayodhya Ram Mandir: ଅଯୋଧ୍ୟାରେ ରାମ ମନ୍ଦିରରେ କମିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା, ଜାଣନ୍ତୁ କାରଣ

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଥିଲା ଅଯୋଧ୍ୟାକୁ । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ହ୍ରାସ ପାଇ ୬୦ରୁ ୮୦ ହଜାର ମଧ୍ୟରେ ପହଞ୍ଚିଛି ।

Ayodhya Ram Mandir: ଅଯୋଧ୍ୟାରେ ରାମ ମନ୍ଦିରରେ କମିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା, ଜାଣନ୍ତୁ କାରଣ

About the Author