Advertisement
Photo Details/zeeodisha/odisha2403733
photoDetails0hindi

Gold Price Today: ପୁଣି ବଢିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରର ଭରି ପିଛା କେତେ ଟଙ୍କା ହେଲା ବୃଦ୍ଧି?

 
Gold Price Today: ସୁନା ବଜାରରେ ନିଆଁ। ଗତକାଲି ସୁନା ରେଟ୍ ଖସିଥିବା ବେଳେ ଆଜି ଦର ବୃଦ୍ଧି ହୋଇଛି। ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼ ଗ୍ରାହକଙ୍କୁ ପୁଣି ଥରେ ଟେନସନ୍ ରେ ପକାଇଛି।  ଯଦି ଆପଣ ଆଜି ସୁନା କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍ ?

1/5
ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୬୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୧୦ ଓ ୨୨୦ ଟଙ୍କା ବୃଦ୍ଧି ହୋଇଛି।    ALSO READ:  Petrol Diesel Price Today: ତୈଳ ଦରରେ ହ୍ରାସ, ଜାଣନ୍ତୁ ଲିଟର ପିଛା କେତେ କମିଲା ରେଟ୍?

ALSO READ: Budh Margi 2024: ବୁଧଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

2/5
ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୭,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୪୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୧୦ ଓ ୨୨୦ ଟଙ୍କା ବୃଦ୍ଧି ହୋଇଛି। 

3/5

ମାୟାନଗରୀ ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ  ଦର ୬୭,୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୨୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୧୦ ଓ ୨୨୦ ଟଙ୍କା ବୃଦ୍ଧି ହୋଇଛି। 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୬୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୧୦ ଓ ୨୨୦ ଟଙ୍କା ବଢିଛି। 

5/5
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ  ୨୨ କ୍ୟାରେଟ୍ ର ସୁନା ରେଟ୍ ୧୦ ଗ୍ରାମ୍ ପିଛା ୬୭,୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୨୫୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୪,୯୪୦ ଟଙ୍କା ରହିଛି।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ୨୨ କ୍ୟାରେଟ୍ ରେ ୨୧୦ ଓ ୨୪ କ୍ୟାରେଟ୍ ରେ ୨୨୦ ଟଙ୍କା ବୃଦ୍ଧି ପାଇଛି। ଏବଂ ୧୮ କ୍ୟାରେଟ୍ ରେ ୧୭୦ ଟଙ୍କା ବଢିଛି।