Droupadi Murmu: ଆସନ୍ତାକାଲି ଭୋଟ ଦେବେ ରାଷ୍ଟ୍ରପତି, ଜାଣନ୍ତୁ କେଉଁ ପୋଲିଂ ବୁଥରୁ ମତ ସାବ୍ୟସ୍ତ କରିବେ ଦ୍ରୌପଦୀ ମୂର୍ମୁ

Droupadi Murmu: ରାଷ୍ଟ୍ରପତିଙ୍କ ସହ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସେମାନଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନରେ ନିର୍ମିତ ମତଦାନ ବୁଥରେ ଭୋଟ୍ ଦେଇଥାନ୍ତି। ଏହି ମତଦାନ ବୁଥରେ ୪୧୩ ଭୋଟର ମତଦାନ କରିବେ । ସେଥିମଧ୍ୟରୁ ୨୧୯ ଜଣ ପୁରୁଷ ଏବଂ ୧୯୪ ଜଣ ମହିଳା ଭୋଟର ଅଟନ୍ତି।

Droupadi Murmu: ଆସନ୍ତାକାଲି ଭୋଟ ଦେବେ ରାଷ୍ଟ୍ରପତି, ଜାଣନ୍ତୁ କେଉଁ ପୋଲିଂ ବୁଥରୁ ମତ ସାବ୍ୟସ୍ତ କରିବେ ଦ୍ରୌପଦୀ ମୂର୍ମୁ

About the Author