Rahul Gandhi: ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା! 'ଭାରତ ଯୋଡ଼ ନ୍ୟାୟ ଯାତ୍ରା' ଉପରେ ରୋକ୍..

Rahul Gandhi: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ ନ୍ୟାୟ ଯାତ୍ରା' ପାଇଁ ଉତ୍ତର ପ୍ରଦେଶର ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ହେବାକୁ ଥିବା ପରୀକ୍ଷାରେ ବ୍ରେକ୍ ଲାଗିବ ପରୀକ୍ଷାକୁ ଦର୍ଶାଇ ଫେବୃଆରୀ ୨୦ ପରେ 'ଭାରତ ଯୋଡ଼ ନ୍ୟାୟ ଯାତ୍ରା ଯାତ୍ରା ପାଇଁ ଅନୁମତିକୁ ରଦ୍ଧ କରାଯାଇଛି।

Rahul Gandhi: ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା! 'ଭାରତ ଯୋଡ଼ ନ୍ୟାୟ ଯାତ୍ରା' ଉପରେ ରୋକ୍..

About the Author