Singer Passes Away: ପ୍ରାଣ ହରାଇଲେ ଲୋକପ୍ରିୟ ଗାୟକ, କଳା ଜଗତରେ ଶୋକରେ ଛାୟା

Singer Pases Away: ଗାୟକ କିଙ୍କି ଫ୍ରିଡମ୍ୟାନ୍ଙ୍କ ବନ୍ଧୁ ଏବଂ ପରିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି, 'ଗାୟକ କିଙ୍କି ଫ୍ରିଡମ୍ୟାନ୍ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ ତାଙ୍କ କ୍ୟାରିଅରକୁ ନୂତନ ଉଚ୍ଚତାକୁ ନେଇଥିଲେ। ଏଠାରେ ଗତ କିଛି ବର୍ଷ ମଧ୍ୟରେ ଗାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।

Singer Passes Away: ପ୍ରାଣ ହରାଇଲେ ଲୋକପ୍ରିୟ ଗାୟକ, କଳା ଜଗତରେ ଶୋକରେ ଛାୟା

About the Author