BREAKING NEWS

srimandir

ଖଡ୍ଗ ପରେ ଭଗବାନ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣ ଜିଭି ଦାନ ଦେଲେ ଭକ୍ତ

ଭଗବାନ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପଦ୍ମଚରଣ ପାତ୍ର ପୂର୍ବରୁ ସୁବର୍ଣ୍ଣ ନିର୍ମିତ ୩ ହଳ ସୂର୍ଯ୍ୟ, ଚନ୍ଦ୍ର ଦାନ କରିଛନ୍ତି।

Jul 29, 2021, 08:12 PM IST

ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ଆଜି ବାହୁଡ଼ିବେ ଶ୍ରୀଜିଉ

ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ (Lord Jagannath) । ନିର୍ଦ୍ଧାରିତ ସମୟ ପୂର୍ବରୁ ସଅଳ ଚାଲିଛି ନୀତିକାନ୍ତି। ଧାଡି ପହଣ୍ଡିରେ ରଥାରୂଢ ହେବେ ଶ୍ରୀଜିଉ। ଦ୍ୱିତୀୟ ଥର ପାଇଁ ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଖାଁ ଖାଁ ହୋଇଛି ସରଧାବାଲି। 

Jul 20, 2021, 08:50 AM IST

ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ଜାଣନ୍ତୁ କେତେବେଳେ କେଉଁ ନୀତିକାନ୍ତି?

କୋରୋନା ମହାମାରୀ ପାଇଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେଉଛି। ପୁରୀ ପୌରାଞ୍ଚଳରେ ଜୁଲାଇ ୧୩ ରାତି ୮ଟା ଯାଏ କର୍ଫ୍ୟୁ ବଳବତ୍ତର ରହିଛି।

Jul 12, 2021, 06:41 AM IST

ଭକ୍ତଙ୍କ ଲାଗି ଘରେ ବେଶମୂର୍ତ୍ତି ନିର୍ମାଣ କରୁଛନ୍ତି ଶ୍ରୀମନ୍ଦିର ସେବାୟତ

ଚାଲିଛି ମହାପ୍ରଭୁଙ୍କ ବିଭିନ୍ନ ପ୍ରକାର ବେଶ ନିର୍ମାଣ। 

Jun 26, 2021, 10:25 PM IST

ରଥ ଖଳାରେ ଜୋରସୋରରେ ଚାଲିଛି ନିର୍ମାଣ କାର୍ଯ୍ୟ; ସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ଜୋରଦାର

ରାତି ୧ଟାରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ପ୍ରାତଃ ୪ଟାରେ ଶେଷ ହେବ।

Jun 12, 2021, 10:58 PM IST

ଅଘୋଷିତ ବିଜୁଳି କାଟ; ଅନ୍ଧାରରେ ଶ୍ରୀକ୍ଷେତ୍ର

ଅଘୋଷିତ ବିଜୁଳି କାଟ ଫଳରେ ଅନ୍ଧାରମୟ ହୋଇଉଠିଥିଲା ଶ୍ରୀକ୍ଷେତ୍ର। 

Jun 12, 2021, 10:26 PM IST

Snan Purnima-Rathyatra ପାଇଁ ପ୍ରସ୍ତୁତି ଜାରି; ଟିକାକରଣ ସାରିବାକୁ ଅଣ୍ଟାଭିଡି଼ଲା ପ୍ରଶାସନ

ଶୃଙ୍ଖଳିତ ନୀତିକାନ୍ତି ଏବଂ କୋଭିଡ୍ କଟକଣା ଅନୁପାଳନ କରି କିଭଳି କରାଯିବ ସେନେଇ ଜିଲ୍ଲାପାଳ ବିଭିନ୍ନ ନିଯୋଗ ସହ ଆଲୋଚନା କରିଛନ୍ତି। 

Jun 11, 2021, 05:59 PM IST

କୋରୋନା ସଙ୍କଟ ଭିତରେ ଆଗେଇ ଚାଲିଛି ରଥ ନିର୍ମାଣ, ଆସନ୍ତାକାଲି ମହାବାହୁଙ୍କ ଜଳକ୍ରୀଡା

୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ସରିବା ପରେ ପରବର୍ତ୍ତୀ ୨୧ ଦିନ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ। ଆଜି ଶ୍ରୀଜୀଉମାନଙ୍କର ଭିତର ଚନ୍ଦନ ଆରମ୍ଭ ହୋଇଛି।

Jun 5, 2021, 08:15 PM IST

କୋରୋନା ସାଜିଛି ପ୍ରତିବନ୍ଧକ; ଆଗେଇ ପାରୁନାହିଁ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ

କୋରୋନା ମହାମାରୀ କାରଣରୁ ଆଗେଇ ପାରୁନାହିଁ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ।

Jun 1, 2021, 06:29 PM IST

ରତ୍ନସିଂହାସନ ଫଟୋ ଭାଇରାଲ ଘଟଣାରେ ନୂଆ ଟୁଇଷ୍ଟ

ପରମ୍ପରା ଅନୁଯାୟୀ ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମିଶାଇ ସାତ ମୂର୍ତ୍ତି ବିରାଜମାନ କରିଥାନ୍ତି । ତେଣୁ ଏହି ଫଟୋଟି ଶ୍ରୀମନ୍ଦିର ରତ୍ନବେଦୀରେ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

मई 29, 2021, 06:16 PM IST

ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ !

ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ସୋସିଆଲ ମିଡିଆରେ ଭାଇରଲ ପରେ ଏହା ନକଲି କି ଅସଲି ତାହାର ତଦନ୍ତ କରାଯାଉଛି । 

मई 29, 2021, 03:46 PM IST

Corona Alert: ରଥଖଳାରେ ଲାଗୁ ହେଲା Bio Bubble ସୁରକ୍ଷା ବ୍ୟବସ୍ଥା

ଉଭୟ ପୁରୀ ଜିଲ୍ଲାପାଳ-ଏସପି ରଥଖଳାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।    

मई 21, 2021, 06:44 PM IST

କୋରୋନା କଟକଣାରେ ଚାଲିଛି ରଥନିର୍ମାଣ; ଦ୍ୱିତୀୟ ଲହରକୁ ନେଇ ସତର୍କ ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ପକ୍ଷରୁ ନିଳାଦ୍ରୀ ଭକ୍ତନିବାସରେ ସେବକଙ୍କ ରହିବା ଖାଇବା ନେଇ ବ୍ଯବସ୍ଥା କରାଯାଇଛି।

मई 17, 2021, 07:09 PM IST

ଆଉ ମାସେ ଜଗା ଦର୍ଶନ ବନ୍ଦ

ରାଜ୍ୟରେ କୋରୋନା (Coronavirus) ସଂକ୍ରମଣ ବଢିବା ସହ ଭକ୍ତ ଓ ଭଗବାନ ମଧ୍ୟରେ ଦୂରତା ମଧ୍ୟ ବୃଦ୍ଧି ପାଉଛି। ପ୍ରଥମେ ୨୦ ଦିନ ଆଉ ଏବେ ମାସେ ପାଇଁ ଶ୍ରୀମନ୍ଦିର (Srimandir) ରେ ଭକ୍ତଙ୍କ ପ୍ରବେଶ ନିଷିଧ କରାଯାଇଛି।

मई 17, 2021, 09:56 AM IST

କଟକଣା ଭିତରେ ଚନ୍ଦନଯାତ୍ରା-ରଥ ଅନୁକୂଳ, ଆଜିଠୁ ସଙ୍ଗରୋଧରେ ସେବାୟତ

ତିନିଜଣ ପୂଜାପଣ୍ଡା ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ବିଶ୍ୱକର୍ମା ମହାରଣା ସୁବର୍ଣ୍ଣ କୁରାଢ଼ୀ ସ୍ପର୍ଶ କରି ରଥ ନିର୍ମାଣ ଅନୁକୂଳ କରିଥିଲେ। ବିନା ଭକ୍ତରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ହୋଇଛି।

मई 16, 2021, 07:54 AM IST

କାଳବୈଶାଖୀ ପବନରେ ଭୁଷୁଡି ପଡିଲା ନୀଳଚକ୍ର ବାଉଁଶ

ବର୍ତ୍ତମାନ ଚାଲିଥିବା  କୋରୋନା କାଳରେ ଏ ଘଟଣାକୁ ନେଇ କେହି କେହି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

मई 11, 2021, 10:46 PM IST

Corona Alert: କଟକଣାରେ ହେବ ରଥ ନିର୍ମାଣ, ଚନ୍ଦନ ଯାତ୍ରାକୁ ନେଇ ଚାଲିଛି ବିଚାରବିମର୍ଶ

ମେ ୧୫ ତାରିଖ ପବିତ୍ର ଅକ୍ଷୟ ତୃତୀୟା ତିଥି ପରମ୍ପରା ମୁତବକ ରଥ ଅନୁକୂଳ ପର୍ବ। 

मई 9, 2021, 06:58 PM IST

କୋରୋନା କାଳେ ମହାପ୍ରଭୁଙ୍କ ଜଳ କ୍ରୀଡା: ନରେନ୍ଦ୍ରରୁ ବାହାରିଲା ଡଙ୍ଗା, ଅକ୍ଷୟ ତୃତୀୟା ପୂର୍ବରୁ ସେବାୟତଙ୍କୁ ୨ଟି ଟିକା

ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ରରୁ ବାହାରିଛି ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଚାପ ଡଙ୍ଗା। ଭୋଇସେବକ ଏଥିରେ ନିୟୋଜିତ ଥିବା ବେଳେ ମହାରଣା ସେବକଙ୍କ ଦ୍ୱାରା ଅକ୍ଷୟ ତୃତୀୟା ପୂର୍ବରୁ ଚାପ ନିର୍ମାଣ କାର୍ଯ୍ୟ କରାଯିବ। ସେପଟେ ସେବାୟତଙ୍କ କ୍ଷେତ୍ରରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚନ୍ଦନ ଯାତ୍ରା ପୂର୍ବରୁ ସମସ୍ତ ରଥ ନିର୍ମାଣ ସେବକ ଓ ପାଳିଆ ସେବାୟତ ଯେଭଳି ଦୁଇଟି ଡୋଜ ଟିକା ନେବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି।

Apr 28, 2021, 07:11 AM IST

ଆଜିଠୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା, ସ୍ୱର୍ଗଦ୍ୱାରରେ କୋରୋନାର ପହରା

ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ ଆଜିଠୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ଶବଦାହ, ଶ୍ରାଦ୍ଧ ଓ ପିଣ୍ଡଦାନ ଉପରେ ବି ଲାଗିଲା କଟକଣା।

Apr 26, 2021, 01:57 PM IST

ବଦଳିଲା ଶ୍ରୀମନ୍ଦିର SOP, ବାହାର ଭକ୍ତଙ୍କ ପାଇଁ କଠୋର କଟକଣା

ଆସନ୍ତା ୨୪ ତାରିଖ ପରଠାରୁ ସପ୍ତାହରେ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିବ। କୋଭିଡ ଆକ୍ରାନ୍ତ ସେବାୟତଙ୍କ ପାଇଁ ପୁନଃ ନୀଳାଚଳ ଭକ୍ତ ନିବାସରେ କୋଭିଡ କେୟାର ହୋମ କାର୍ଯ୍ୟକ୍ଷମ ହୋଇଛି।  

Apr 17, 2021, 04:47 PM IST