Micheal Clarke: ଭାରତ ବିଶ୍ୱ ଚାମ୍ପିୟନ ହେବା ନିଶ୍ଚିତ! ଅଷ୍ଟ୍ରେଲିଆର ପୂର୍ବତନ ଭେଟେରାନ୍ କଲେ ବଡ଼ ଭବିଷ୍ୟବାଣୀ

Micheal Clarke On Team India: ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ମାଇକେଲ କ୍ଲାର୍କ ବିଶ୍ୱାସ କରନ୍ତି ଯେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ଅଟକାଇବା ସହଜ ହେବ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ବିରୋଧୀ ଦଳ ପାଇଁ ଟିମ୍ ଇଣ୍ଡିଆ ଏକ ବଡ ସମସ୍ୟା ହେବ।

Micheal Clarke: ଭାରତ ବିଶ୍ୱ ଚାମ୍ପିୟନ ହେବା ନିଶ୍ଚିତ! ଅଷ୍ଟ୍ରେଲିଆର ପୂର୍ବତନ ଭେଟେରାନ୍ କଲେ ବଡ଼ ଭବିଷ୍ୟବାଣୀ
Image Credit: Micheal Clarke On Team India

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More