ବଢ଼ିବକି କିଷାନ ସମ୍ମାନ ନିଧି ଟଙ୍କା? ଜାଣନ୍ତୁ କ'ଣ କହିଲେ ସରକାର !

PM Kisan Samman Nidhi Yoajna: ଚଳିତ ବର୍ଷ ବଜେଟରେ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପରିମାଣ ବୃଦ୍ଧି କରିବେ ବୋଲି କୃଷକମାନେ ଆଶା କରିଥିଲେ। କିନ୍ତୁ ଏହା ହେଲା ନାହିଁ । ବଜେଟ୍ ଉପସ୍ଥାପନ ବେଳେ ଲୋକସଭାରେ ସରକାରଙ୍କୁ ପଚରାଯାଇଥିଲା କି କିଷାନ ସମ୍ମାନ ନିଧି ଯୋଜନାର ପରିମାଣ ବଢ଼ିଛି କି ନାହିଁ, କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହାର ଉତ୍ତର ଦେଇଛନ୍ତି।

ବଢ଼ିବକି କିଷାନ ସମ୍ମାନ ନିଧି ଟଙ୍କା? ଜାଣନ୍ତୁ କ'ଣ କହିଲେ ସରକାର !

About the Author