Congress MLA Sura Rout ray Reaction On Rahul Gandhi । ରାହୁଲଙ୍କ ଦଣ୍ଡବିଧାନ ଉପରେ Supreme Court ରୋକ ଲଗାଇବା ପରେ, ପୁଣିଥରେ ରାହୁଲ ଗାନ୍ଧୀଙ୍କ ପାଇଁ ସଂସଦର ଦ୍ୱାର ଖୋଲିବାକୁ ଯାଉଛି । ସୁପ୍ରିମକୋର୍ଟ ରାୟରେ ରାହୁଲଙ୍କୁ ପ୍ରତିନିଧି ବାଛୁଥିବା ଜନତାଙ୍କ ଅଧିକାର କଥା କହିବା ପରେ, ତାଙ୍କ ସଭ୍ୟପଦ ଫେରି ପାଇବେ ବୋଲି କୁହାଯାଉଛି । ଆଉ Rahul Gandhi କେତେଶୀଘ୍ର ସଭ୍ୟପଦ ଫେରିପାଇବେ, Parliament କୁ ଆସିବେ ସେଥିପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ତେଣୁ ଏହାକୁ ନେଇ Congress MLA Sura RoutRay ନିଜର ପ୍ରତିକ୍ରିୟା ଦେଇଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.